ବଲାଙ୍ଗୀର : କୋଇଲା ବେଝେଇ ଟ୍ରେନରେ ନିଆଁ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ନିକଟ ମୁରିବାହାଲ ଷ୍ଟେସନ ପାଖରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଜଣାପଡିଛି । ବିଶାଖାପାଟଣାରୁ ଏହି କୋଇଲା ବୋଝେଇ ଟ୍ରେନ ରାୟପୁର ଯାଉଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛି।

Comments are closed.