ଜଳିଗଲା ଚଳନ୍ତା ବସ ; ଯାତ୍ରୀ ସୁରକ୍ଷିତ

0

ବାରିପଦା : ବାରିପଦା ବାଙ୍ଗିରିପୋଷି ଘାଟିରେ ଏକ ଯାତ୍ରୀବାହୀ ବସ ଜଳିଯାଇଛି। ସର୍ଟ ସର୍କିଟ ଯୋଗୁଁ ବସରେ ନିଆଁ ଲାଗି ଯାଇଥିବା ଜଣାପଡିଛି। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏହି ବସରେ ପାୟ ୫୦ ଜଣ ଯାତ୍ରୀ ରହିଥିଲେ। ସୂଚନା ଅନୁସାରେ ବସଟି କରଞ୍ଜିଆ ସିଙ୍ଗଡାରୁ ବେତନଟି ଯାଉଥିଲା। ବର୍ତ୍ତମାନ ଉକ୍ତ ସ୍ଥାନରେ ଗାଡି ଚଳାଚଳ ସ୍ୱଭାବିକ ରହିଛି।

Leave A Reply