ପୁଣେ: ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହସ୍ପିଟାଲରରେ ଅଗ୍ନିକାଣ୍ଡ

ମୁମ୍ବଇ : ମହାରାଷ୍ଟ୍ରର ପୁଣେ କ୍ୟାଣ୍ଟନମେଣ୍ଟରେ ଥିବା ସର୍ଦ୍ଦାର ବଲ୍ଲଭାଇ ପଟେଲ ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ହୋଇଛି। ନିଆଁକୁ ଆୟତ କରିବା ପାଇଁ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଏନେଇ ଅଧିକ ସୂଚନା ମିଳିପାରି ନାହିଁ।

Comments are closed.