ନିଆଁରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର : ନିଆଁରେ ପୋଡି ହୋଇ ମଙ୍ଗଳବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମହିଳା ଜଣଙ୍କ ସଲଙ୍ଗା ବାହାଲ ପଂଚାୟତ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଅନୁପମ ନାୟକ(୪୯)। ଶାଢୀରେ ନିଆଁ ଲାଗି ଦେହରେ ଲାଗିଯାଇଥିବା ଯୋଗୁ ପୋଡି ହୋଇ ତାଙ୍କର ମୃତ୍ୟୁ ହୋଇଛି।