ନବରଙ୍ଗପୁର : ଜଗନ୍ନାଥ ମନ୍ଦିରରେ ଲାଗିଲା ନିଆଁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତଗତ ମୋକିଆ ଗ୍ରାମ ପଞ୍ଚାୟତରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ଧୂପ ନିଆଁରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମଁl ସୁଭଦ୍ରାଙ୍କ ମୂର୍ତ୍ତି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। ଜନମାନସରେ ଏହାକୁ ଘୋର ବିପତି ବୋଲି ଆଖ୍ୟା ଦେଉଛନ୍ତି।

Comments are closed.