ଦାରୁଠେଙ୍ଗ ଡ଼ମ୍ଫିଂୟାଡ଼ରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ଦାରୁଠେଙ୍ଗ ନିକଟରେ ଥିବା ବିଏମସିର ଏକ ଡ଼ମ୍ଫିଂୟାଡ଼ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିକଟରେ ଚନ୍ଦକା ଜଙ୍ଗଲ ଥିବାରୁ ଅଗ୍ନିକାଣ୍ଡ ବ୍ୟାପକ ହେବା ଆଶଙ୍କା କରାଯାଉଛି। ଦୁଇଟି ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Comments are closed.