ଭୁବନେଶ୍ୱର ବିମାନବନ୍ଦର କ୍ୟାମ୍ପସ ନିକଟରେ ଅଗ୍ନିକାଣ୍ଡ

0

ଭୁବନେଶ୍ୱର : ବିମାନବନ୍ଦର କ୍ୟାମ୍ପସର ସିଆଇଏସଏଫ କ୍ୱାର୍ଟର୍ସ ନିକଟରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ନିଆଁ ଲିଭାଇବାରେ ବିମାନବନ୍ଦରର ଅଗ୍ନିଶମ କର୍ମଚାରୀ ମାନେ ନିୟୋଜିତ ରହିଛନ୍ତି। ଅଗ୍ନିକାଣ୍ଡର କୌଣସି କାରଣ ଜଣାପଡିନାହିଁ।

Leave A Reply