ପାନ ଦୋକାନରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲା ବିଗ ବଜ଼ାରକୁ ଲାଗି ରହିଥିବା ଏକ ପାନ ଦୋକାନରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ହୋଇଛି। ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଦୋକାନର ସମସ୍ତ ସାମଗ୍ରୀ ପୋଡ଼ିଯାଇଥିବା ସୂଚନା ମିଳିଛି।

Comments are closed.