ନିଆଁରେ ପୋଡି ହୋଇ ଜଣେ ମୃତ

0

ମୁନିଗୁଡା : ନିଆଁରେ ପୋଡି ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ମୁନିଗୁଡା ସ୍ଥିତ ଚନ୍ଦ୍ରପୁରରେ ଥିବା ଏକ କୁକୁଡା ଫାର୍ମରେ ନିଆଁ ଲାଗିଯିବାରୁ ଏପରି ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି।

 

Leave A Reply