ଜଳିଗଲା ୭ ବଖରା

0

ଖୋର୍ଦ୍ଧା : ଅଗ୍ନିକାଣ୍ଡରେ ୭ ବଖରା ଭସ୍ମ ହୋଇଯାଇଛି। ଖୋର୍ଦ୍ଧା ଜିଲା ସରପାରୀ ଗ୍ରାମରେ ଏହି ଘଟଣା ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି।

Leave A Reply