ଅଗ୍ନିକାଣ୍ଡରେ ୩ ବଖରା ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

0

ବାଲୋଶ୍ୱର . – ବାଲେଶ୍ୱର ଜିଲା ସବଙ୍ଗ ପଞ୍ଚ।ୟତ ସହଜପଦା ମହାକୁଡ଼ ସାହିରେ ଅଗ୍ନିକାଣ୍ଡ ଘଟି ୩ ବଖରା ପୋଡି ଯାଇଥିବା ସୂଚନା ମିଳିଛି । ଏଥି ଯୋଗୁଁ ଘରେ ରହିଥିବା ଧାନ ଚାଉଳ ସମେତ ଲକ୍ଷାଧିକ ସମ୍ପତ୍ତି  ପୋଡି ନଷ୍ଟ ହୋଇଯାଇଛି ।  ଅଗ୍ନିଶମ ବିଭାଗ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ତାହା ରିପୋର୍ଟ ଲେଖା ହେବାପର୍ଯ୍ୟନ୍ତ ଜଣା ପଡି ନାହିଁ ।

Leave A Reply