କ୍ୟାପିଟାଲ ଥାନାରେ ଅଗ୍ନିକାଣ୍ଡ

0

ଭୁବନେଶ୍ୱର: କ୍ୟାପିଟାଲ ଥାନାରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ କର୍ମଚାରୀ ଆହତ ହୋଇଥିବା ବେଳେ ଥାନାରେ ଥିବା ଅନେକ ଆସବାବପତ୍ର ଜଳି ଯାଇଛି । ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଫ୍ୟାନରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏନେଇ କ୍ୟାପିଟାଲ ଥାନା ଆଇଆଇସି ମାନସ ଗଡ଼ନାୟକ ସୂଚନ ଦେଇଛନ୍ତି ।

Leave A Reply