ରେଳ ସଦନ ବିଶ୍ରାମ କକ୍ଷରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ରେଳ ସଦନ ବିଶ୍ରାମ କକ୍ଷରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଶୁକ୍ରବାର ସନ୍ଧ୍ୟାରେ ତିନି ମହଲା କୋଠାରେ ନିଆଁ ଲାଗିଛି। ଚନ୍ଦ୍ରଶେଖରପୁର ରୁ ୨ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Comments are closed.