ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ; ଜଳିଗଲା ୩ ବଖରା ଘର, ୨ ଗୁରୁତର

ରାଉରକେଲା: ପ୍ଲାଣ୍ଟସାଇଟ୍ ଥାନା ବୈଷ୍ଣୋଦେବୀ ମନ୍ଦିର ନିକଟ ଟିମ୍ବର କଲୋନୀରେ ଏକ ଅଘଟଣ ଘଟି ଯାଇଛି। ଗ୍ୟାସ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ ହେବା ଫଳରେ ୩ ବଖରା ଘର ଜଳି ଯାଇଛି। ଏଥିରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ନିଆଁ ଲିଭା କାର୍ଯ୍ୟରେ ୨ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛି।

Comments are closed.