ଅଗ୍ନିକାଣ୍ତରେ ୩ ବଖରା ଘର ଭସ୍ମୀଭୂତ

ବାଲିଅନ୍ତା : ବାଲିଅନ୍ତା ପୁରୋହିତପୁର ପଞ୍ଚାୟତ ସିଙ୍ଗିରିଶାସନ ଗ୍ରାମରେ ଅଗ୍ନିକାଣ୍ତ ଘଟି ଜଣଙ୍କର ୩ ବଖରା ଘର ଜଳିଯାଇଛି। ଘର ଜଳିଥିବା ବ୍ୟକ୍ତି ହେଲେ ବିପିନ ମଲ୍ଲିକ। ଘରେ ଥିବା ୧୨ ବସ୍ତା ଧାନ ସହ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି।

Comments are closed.