ସୁନା ମୁଦି ପିନ୍ଧିବାର ଗୁରୁତ୍ୱ

0

ସୁନା ଏକ ମୂଲ୍ୟବାନ ଧାତୁ ଅଟେ। ବହୁ ଲୋକ ସୁନା ପିନ୍ଧିବାକୁ ଖୁବ ପସନ୍ଦ କରିଥାନ୍ତି। ସୁନାର ବିଭିନ୍ନ ଅଳଙ୍କାର ଧାରଣ କରିବା ଦ୍ୱାରା ଶରୀରର ସୌନ୍ଦର୍ଯ୍ୟ ମଧ୍ୟ ବଢିଥାଏ। ମାତ୍ର ସୁନାର ଅଳଙ୍କାର ମଧ୍ୟରେ ହାତରେ ସୁନା ମୁଦି ପିନ୍ଧିବାର କିଛି ଗୁରୁତ୍ୱ ଓ କାରଣ ମଧ୍ୟ ରହିଛି। ଜାଣନ୍ତୁ ଏହାର କାରଣ –
ସୁନାର ମୁଦି ଧାରଣ କରିବା ଦ୍ୱାରା ଏହା ସୌଭାଗ୍ୟତ୍ୱ ପ୍ରଦାନ କରିଥାଏ।
ଗୃହରେ ସୁଖଶାନ୍ତିର ପରିବେଶ ରହିଥାଏ।
ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ କଳହ ହୋଇନଥାଏ।
ଗୃହରେ ସକାରତ୍ମକ ଶକ୍ତି ରହିଥାଏ।


ସମାଜରେ ମାନସମ୍ମାନ ମିଳିଥାଏ।
ଦାନ ଦେବା ସମୟରେ ହାତରେ ମୁଦି ଧାରଣ କରି ନଥିଲେ,ଏହାର କୌଣସି ମୂଲ୍ୟ ରହିନଥାଏ।
ପୂଜା କରିବା ସମୟରେ ହାତରେ ମୁଦି ପିନ୍ଧି ଥିଲେ,ଏହାର ଶୁଭ ଫଳ ମିଳିଥାଏ,ଯେପରି କର୍ମକ୍ଷେତ୍ରରେ ସଫଳତା ଓ ଧନର ପ୍ରାପ୍ତି ହୋଇଥାଏ।

Leave A Reply