ପଥର ବୋଝେଇ ଟ୍ରାକ୍ଟରକୁ ଜୋରିମାନା

ପାଟଣା : ପାଟଣା ପୁଲିସ ପକ୍ଷରୁ ଗତରାତି ଏକ ବେଆଇନ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଥିଲା । ଏ ନେଇ ପୁଲିସ ପକ୍ଷରୁ ପାଟଣା ତହସିଲଦାରଙ୍କୁ ସୂଚନା ଦିଆଯିବା ପରେ ତହସିଲଦାର ଶିବପ୍ରସାଦ ମୁର୍ମୁଙ୍କ ନିର୍ଦ୍ଦେଶ କ୍ରମେ ଆରଆଇ ସତ୍ୟବ୍ରତ ସାହୁ ପଥର ବୋଝେଇ ଟ୍ରାକ୍ଟରଟିକୁ ୨୦ ହଜାର ୪୨୦ ଟଙ୍କା ଜୋରିମାନା କରିଥିବା ସୂଚନା ମିଳିଛି  ।

Comments are closed.