ଅଷ୍ଟ୍ରେଲିଆରେ ଏକ ନୂଆ ପ୍ରକାର ବୁଢ଼ିଆଣୀ ଠାବ

ଅଷ୍ଟ୍ରେଲିଆରେ ଏକ ନୂଆ ପ୍ରକାର ବୁଢ଼ିଆଣୀ ଠାବ କରାଯାଇଛି। ଏହାର ମୁହଁ ନୀଳ ରଙ୍ଗ ହୋଇଥିବାବେଳେ ୮ଟି ବଡ଼ବଡ଼ ଆଖି ରହିଛି। ଅମାଣ୍ଡା ଡି ଜର୍ଜ ନାମ୍ନୀ ଜଣେ ମହିଳା ସିଡ୍‌ନୀର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଥିରୁଲଠାରେ ଏହାକୁ ଠାବ କରିଛନ୍ତି।

Comments are closed.