କୁକୁଡା ଚାଷୀଙ୍କୁ ମିଳିବ ୫୦୦୦ ଟଙ୍କାର ସହାୟତା : ଏସ୍ଆରସି

ଭୁବନେଶ୍ବର : କୁକୁଡା ପାଳନ କରିଥିବା ଚାଷୀ ଭାଇମାନଙ୍କର କୁକୁଡା ଫାର୍ମ ଭୟଙ୍କର ସାମୁଦ୍ରିକ ଘୁର୍ଣ୍ଣିଝଡ଼ ଫନି ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ସହାୟତା ମିଳିବ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଚାଷୀ ମାନଙ୍କୁ ମୃତ କୁକୁଡା ପିଛା ୫୦ ଟଙ୍କା ସହାୟତା ମିଳିବ । ଏହି ସହାୟତା ବାବଦରେ ପରିବାର ପିଛା ସର୍ବାଧିକ ୫୦୦୦ ଟଙ୍କା ଯୋଗାଇ ଦିଆଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Comments are closed.