ଟ୍ରାନ୍ସଫର୍ମର ପାଇଁ ଜିଲ୍ଲାପାଲଙ୍କ ଗୋଡତଳେ ପଡିଲେ ଚାଷୀ

0

ଭୋପାଳ ..–  ମଧ୍ୟପ୍ରଦେଶରେ ଏକ ଗ୍ରାମରେ ବିଦ୍ୟୁତ ଟ୍ରାନସ୍‌ଫର୍ମର ଲାଗାଇବା ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କୁ କାନ୍ଦି କାନ୍ଦି ନିବେଦନ କରିବା ସହ ଗୋଡ଼ତଳେ ପଡିଯାଇଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌  ହୋଇଛି । ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାରେ ଏହି ଘଟଣା ଘଟିଛି ।

ଶିବପୁରୀରେ ନୂଆକରି ନିଯୁକ୍ତି ପାଇଥିବା ଅନୁଗ୍ରହ ନିଜ କାର୍ଯ୍ୟାଳୟରୁ ବାହାରିବା ସମୟରେ ଏହି ଚାଷୀ ଜଣଙ୍କ  ଜିଲ୍ଲାପାଳଙ୍କ ଗୋଡ଼ତଲେ ପଡିଯାଇଥିଲେ । ତାଙ୍କ ଗ୍ରାମରେ ଟ୍ରାନ୍ସଫରମ୍ର ବସାଇବା ପାଇଁ ସେ ଗୁହାରୀ କରିଥିଲେ ।   ପରେ ଚାଷୀଙ୍କ ଗ୍ରାମରେ ଟ୍ରାନସ୍‌ଫର୍ମର ବସାଯାଇଥିବା ସୂଚନା ମିଳିଛି ।

Leave A Reply