ବିଷ ପିଇ ଯୁବ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

0

କୋରାପୁଟ: ଶୁକ୍ରବାର ଜଣେ ଯୁବ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟଙ୍ଗୀ ଥାନା ମାଳିମାର୍ଲାର ବଳରାମ ଗୁଣ୍ଟା ନାମକ ଚାଷୀ ଗତକାଲି ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ଆଜି ତାଙ୍କର ମୃତ୍ୟୁ ଘଟିଛି । ସେ ଫସଲ ନଷ୍ଟ ଓ ଋଣ ବୋଝ ପାଇଁ ଆତ୍ମହତ୍ରା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Leave A Reply