କୃଷକ ସମସ୍ୟାର ସମାଧାନ ପାଇଁ ଆସନ୍ତା ୭ରେ ହେବ ସ୍ବତନ୍ତ୍ର ବୈଠକ

0

ଭୁବନେଶ୍ୱର: କୃଷକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଦ୍ବାରା ଗଠିତ ମନ୍ତ୍ରୀସ୍ତରୀୟ ବୈଠକ ଗୁରୁବାର ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାଷୀଙ୍କ ପ୍ରାଇଜ, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବି ବିଷୟରେ ଆଲୋଚନା ହୋଇଛି । ଅର୍ଥମନ୍ତ୍ରୀ ଶିଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କୃଷିମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ୭ ତାରିଖରେ ପୁଣି ଏକ ସ୍ବତନ୍ତ୍ର ବୈଠକ ବସିବା ବୋଲି ସୂଚନା ମିଳିଛି । ଏହା ସହ ଚାଷୀ ସଂଗଠନର ନେତାମାନଙ୍କ ସହ ଆଲୋଚନା କରାଯାଇ ପରାମର୍ଶ ନିଆଯିବ ବୋଲି ମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି ।

 

Leave A Reply