‘ଫନି’ପାଇଁ ସବୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଖୋଲିଲା ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍

ଭୁବନେଶ୍ବର : ଅତି ଭୀଷଣ ସାମୁଦ୍ରିକ ଝଡ ଫନି  ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେଉଛି । ଏହା ସନ୍ଧ୍ୟା ୮ଟା ୩୦ ସୁଦ୍ଧା ପୁରୀଠାରୁ ମାତ୍ର ୨୪୦ କିଲୋମିଟର ଦୂରରେ ବଙ୍ଗୋପସାଗର ମଧ୍ୟରେ କେନ୍ଦ୍ରୀଭୂତ ଥିଲା । ଏହା ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୧୩ କିଲୋମିଟର  ଆଗକୁ ବଢୁଛି। ଏ ନେଇ ସବୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
ପୁରୀ: ୦୬୭୫୨- ୨୨୩୨୩୭
ଗଞ୍ଜାମ: ୦୬୮୧୧-୨୬୩୯୭୮
ଖୋର୍ଦ୍ଧା: ୦୬୭୫୫-୨୨୦୦୦୨,
ଜଗତସିଂହପୁର: ୦୬୭୨୪-୨୨୦୩୬୮
ଭଦ୍ରକ: ୦୬୭୮୪-୨୫୧୮୮୧
ବାଲେଶ୍ବର: ୬୭୮୨-୨୬୨୨୮୬/୨୬୨୬୪୭
କେନ୍ଦ୍ରାପଡ଼ା: ୦୬୭୨୭-୨୩୨୮୦୩
କଟକ: ୦୬୭୧-୨୫୦୭୮୪୨/୯୩୩୭୪୧୯୪୯୪
ଯାଜପୁର: ୦୬୭୨୮-୨୨୨୬୪୮
କନ୍ଧମାଳ: ୦୬୮୪୨-୨୫୩୬୫୦/୨୫୫୬୦୨
ଗଜପତି: ୦୬୮୧୫-୨୨୨୯୪୩
ନୟାଗଡ଼: ୦୬୭୫୩-୨୫୨୯୭୮
ରାୟଗଡ଼ା: ୦୬୮୫୬-୨୨୪୦୬୨/୨୨୪୦୮୨

Comments are closed.