‘ଫନି’ ପାଇଁ ଅଧିକ ଏନଡ଼ିଆରଏଫ୍ ମାଗିଲା ରାଜ୍ୟ

ଭୁବନେଶ୍ବର : ସାମୁଦ୍ରୀକ ଝଡ଼ ‘ଫନି’ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅତିରିକ୍ତ ଏନଡ଼ିଆରଏଫ୍ ଟିମ୍ ମାଗିଛନ୍ତି। ସୂଚନା ମୁତାବକ, କେନ୍ଦ୍ରକୁ ଅଧିକ ୨୦ଟି ଏନଡ଼ିଆରଏଫ୍ ଟିମ୍ ରାଜ୍ୟ ମାଗିଛି। ପୂର୍ବରୁ ୨୮ଟି ଏନଡ଼ିଆରଏଫ ଟିମ୍ ମୁତୟନ ରହିଥିଲାବଳେ ପାଟନାରୁ ୬ଟି ଓ ବାରାଣାସୀରୁ ୪ଟି ଟିମ୍ ଓଡ଼ିଶାରେ ରହିଛନ୍ତି।

Comments are closed.