ପୁରୀ ଜିଲ୍ଲା ପାଇଁ ୭ କୋଟି ୫୮ ହଜାର ଟଙ୍କା ଘର ଭଙ୍ଗା ସହାୟତା ଘୋଷଣା

ଭୁବନେଶ୍ୱର . – ବାତ୍ୟା ଫନି ଯୋଗୁଁ ପୁରୀ ଜିଲ୍ଲାରେ  ଘର ଭଙ୍ଗିଥିବା ପରିବାରମାନଙ୍କ ପାଇଁ ୭ କୋଟି ୫୮ ହଜାର ଟଙ୍କା  ସହାୟତା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ମଞ୍ଜୁରୀ ଦେଇଛନ୍ତି । ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ୧୦ ହଜାର ଟଙ୍କା ସହାୟତା ମିଳିବ । ୭୪୦୦ ପରିବାରକୁ ଏହି ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

Comments are closed.