ଭୁବନେଶ୍ବରରେ ତାଣ୍ଡବ ରଚିଲା ‘ଫନି’

ଭୁବନେଶ୍ବର : ଅତି ଭୀଷଣ ସାମୁଦ୍ରିକ ଝଡ ଫନି ସ୍ଥଳଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିବା ମାତ୍ରେ ତାଣ୍ଡବ ରଚିଛି। ପୁରୀରେ ଏହାର ଭିଷଣ ପ୍ରଭାବ ପଡ଼ିବା ସହ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଫନି ତାଣ୍ଡବ ରଚିଛି। ବଡ଼ ବଡ଼ ଗଛ ସବୁ ଉପୁଡିପଡିଛି। ନିୟୋଜିତ ଉଦ୍ଧାରକାରୀ ଦଳ ଏସବୁ ସଫା କରିବାରେ ଲାଗିଛନ୍ତି। ଏଭଳି ସ୍ଥିତି ଦିନ ୧୨ଟା କିମ୍ବା ଗୋଟେ ପର୍ଯ୍ୟନ୍ତ ଲାଗି ରହିବ  ବୋଲି ଆଇଏମ୍‌ଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.