‘ଫନି’ ପାଇଁ ବାହାନଗା ବ୍ଲକର ୫ଟି ଗ୍ରାମପଞ୍ଚାୟତର ଲୋକଙ୍କୁ ସ୍ଥାନାନ୍ତର

ବାଲେଶ୍ବର : ସାମୁଦ୍ରିକ ଝଡ ‘ଫନି’ ସାଇକ୍ଲୋନିକ ଷ୍ଟର୍ମ ରୂପରେ ପରିଣତ ହେବାରେ ଲାଗିଛି। ଏଥିପାଇଁ ବାଲେଶ୍ବର ଜିଲାରେ ଅନେକ ମତ୍ସ୍ୟଜୀବୀମାନେ ମାଛ ଧରୁଥିବାର ଦେଖିବାକୁ ମିଳିଛି। ଅନ୍ୟ ପଟେ ପ୍ରଶାସନ ଉପକୂଳବର୍ତ୍ତୀ ତଳିଆ ଅଞ୍ଚଳର ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ବାହାନଗା ବ୍ଲକର ୫ଟି ଗ୍ରାମପଞ୍ଚାୟତର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୦ଟି ପରିବାର ସ୍ଥାନାନ୍ତର ହୋଇଥିବା ଜଣାପଡିଛି।

Comments are closed.