ଫନି ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି,ସିକ୍ୟୁରିଟି ହେଲ୍ପ ଲାଇନ ନମ୍ବର-୧୮୨

ଭୁବନେଶ୍ୱର .-  ଅତି ଭୀଷଣ ସାମୁଦ୍ରିକ ଝଡ ଫନି ଶୁକ୍ରବାର ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଏଥିପାଇଁ ବିଭିନ୍ନ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ କେତକ ଟ୍ରେନକୁ ବାତିଲ କରାଯାଇଛି ।  ପୂର୍ବତଟ ରେଳବାଇ ପକ୍ଷରୁ ଏଥିପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।  ହେଲ୍ପଲାଇନ ନମ୍ବର ନିମ୍ନରେ ପ୍ରଦାନ କରାଯାଇଛି ।

Comments are closed.