‘ଫନି’ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଆରମ୍ଭ

ଭୁବନେଶ୍ବର/ପୁରୀ : ସାମୁଦ୍ରିକ ଝଡ ‘ଫନି’ର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଗଜପତି, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଭୁବନେଶ୍ବରର ଅନେକ ସ୍ଥାନରେ ପବନ ସହ ବର୍ଷା ହେଉଥିବାର ସୂଚନା ମିଳିଛି। ତେବେ ଗୁରୁବାର ସନ୍ଧ୍ୟା ଠାରୁ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

Comments are closed.