ଦୁଇ ନକଲି ନକ୍ସଲ ଗିରଫ

0

ଜୟପୁର : କୋରାପୁଟ ଜିଲା ଜୟପୁର ସହରରୁ ଦୁଇ ନକଲି ନକ୍ସଲଙ୍କୁ ଗିରଫ କରାଯାଇଛି। ଏହି ଦୁଇଜଣ ଏକ ଘରୋଇ ଇଂଜିନିୟରିଙ୍ଗ କଲେଜର ପରିଚାଳକ ସୀମାଞ୍ଚଳ ନାୟକଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲେ। ଜଣେ କଲେଜ ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ ଅନ୍ୟ ଜଣେ ପାମ୍ପୁଣି ଗ୍ରାମର ୟୁଜିବି କର୍ମଚାରୀ ଅମୀର କୁମାର ବେହେରା। ଏହି ଦୁଇ ନକଲି ନକ୍ସଲଙ୍କୁ ଜୟପୁର ସଦର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply