ନକଲି ନୋଟ ଜବତ

0

ଯାଜପୁର : ଯାଜପୁରଟାଉନ ଅଞ୍ଚଳରୁ ଜଣେ ମହିଳାଙ୍କ ଠାରୁ ୧୬ ହଜାର ଟଙ୍କା ନକଲି ନୋଟ ପୋଲିସ ଜବତ କରିଛି। ବିଞ୍ଝାରପୁର ଥାନା ବରପଦାସ୍ଥିତ ମହିଳାଙ୍କ ଘରେ ପୋଲିସର ଚଢଉ ଜାରି କରିଛି। ଏକ ଦୋକାନରୁ ସଉଦା କିଣି ଟଙ୍କା ଦେଉଥିଲା ବେଳେ ପୋଲିସ ଏହାକୁ ଜବତ କରିଛି ।

Leave A Reply