ହଳଦୀରେ ମିଶାନ୍ତୁ ଏହି ୩ଟି ଜିନିଷ : ତ୍ୱଚାର ଚମକ ହେବ ଦ୍ୱିଗୁଣିତ

ହଳଦୀ ତ୍ୱଚା ସହ ଜଡ଼ିତ ବହୁ ସମସ୍ୟାକୁ ଦୂର କରିଥାଏ। ମୁହଁକୁ ସୁନ୍ଦର କରିବା ସହ ବ୍ରଣ ସମସ୍ୟା ଦୂର କରିଥାଏ। ଜାଣନ୍ତୁ ହଳଦୀରେ କେଉଁ ୩ଟି ଜିନିଷ ମିଶାଇ ଲଗାଇଲେ ଏହା ମୁହଁ ପାଇଁ ଆଶୀର୍ବାଦ ହୋଇଥାଏ।
ଦହି
ହଳଦୀ
ବେସନ
୨ ଚାମଚ ଦହି , ୧ ଚାମଚ ହଳଦୀ , ୧ ଚାମଚ ବେସନରେ ଅଳ୍ପ ଗୋଲାପ ଜଳ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହି ଫେସପ୍ୟାକକୁ ନିଶ୍ଚୟ ଲଗାନ୍ତୁ। ଦହି, ବେସନ ଓ ହଳଦୀରେ ଥିବା ପୋଷକ ତତ୍ୱ ମୁହଁକୁ ଗୋରା କରିବା ସହ, ଦାଗ ଦୂର କରେ, କୋମଳ କରେ , ବ୍ରଣ ସମସ୍ୟା ଦୂର କରେ କୁଂଚନ ସୃଷ୍ଟି ହେବାକୁୂ ଦେଇନଥାଏ।

Comments are closed.