୧୯ରେ ଆସିବ ଜନମତ ସର୍ବେକ୍ଷଣ

ଭୁବନେଶ୍ୱର .- ମେ ୧୯ ତାରିଖରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଓ ଟିଭି ଚ୍ୟାନେଲ ପକ୍ଷରୁ ଜନମତ ସର୍ବେକ୍ଷଣ ପ୍ରକାଶ କରାଯିବ । ଓଡିଶା ବିଧାନସଭା ଆସନ ପାଇଁ ମଧ୍ୟ ସର୍ବେକ୍ଷଣ ପ୍ରକାଶ କରାଯିବ । ନିର୍ବାଚନ ଆୟୁକ୍ତଙ୍କ ନିର୍ଦେଶ ଅନୁଯାୟୀ ସନ୍ଧ୍ୟା ୬ଟା ପରେ ବିଭିନ୍ନ ସଂସ୍ଥା ଓ ଟିଭି ଚ୍ୟାନେଲ ଏହି ସର୍ବେକ୍ଷଣ ପ୍ରକାଶ କରିବେ । ଏଥିରେ କେଉଁ ଦଳ କେତେ ଆସନ ଜିତି ପାରିବେ ସେ ବିଷୟରେ ଏକ ପରିସଂଖ୍ୟାନ ପ୍ରକାଶ କରାଯିବି । ସମାଜଲାଇ.ଇନ୍‌(samajalive.in)ରେ ଏହାକୁ ତୁରନ୍ତ ପ୍ରକାଶ କରାଯିବ । ଏହା ସହ ବିଭିନ୍ନ ରାଜନୈତିକ ବିଶ୍ଳେଷଣ ବି ପ୍ରକାଶ କରାଯିବ ।

Comments are closed.