ଜନମତ ସର୍ଭେ : ଟାଇମସ ନାଓ – ଏନଡିଏକୁ ବହୁମତ !

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ମତଦାନ ଶେଷ ହେବା ସହିତ ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଟାଇମସ ନାଓ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଏନଡିଏକୁ ବହୁମତର ସୂଚନା ମିଳିଛି । ଚାନେଲ ପକ୍ଷରୁ  କରାଯାଥିବା ସର୍ଭେରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୩୦୬ଟି ଆସନ ମିଳିବା ନେଇ ଆକଳନ କରାଯାଇଛି। ସେହିପରି ୟୁପିଏକୁ ୧୩୨ ଏବଂ ଅନ୍ୟମାନଙ୍କୁ ୧୦୪ଟି ଆସନ ମିଳିବା ନେଇ ଆକଳନ କରାଯାଇଛି ।

Comments are closed.