ଜୁନ୍‍ ୨ରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ

ଭୁବନେଶ୍ୱର : ଜୁନ ୨ରୁ ଆରମ୍ଭ ହେବ + ୨ ମୂଲ୍ୟାୟାନ । ୨ଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତାଦେଖା ହେବ । ୬୪ଟି କେନ୍ଦ୍ରରେ ଅଫଲାଇନ,୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ ହେବ । ଜୁନ ୨ରୁ ଜୁନ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ମୂଲ୍ୟାୟାନ ହେବ । ଜୁନ୍‍ ୧୩ରୁ ୨୨ ଯାଏଁ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ମିଳିଛି ।

Comments are closed.