ପରୀକ୍ଷା ଫଳ ମୂଲ୍ୟାୟନ ତ୍ରୁଟି ଅଭିଯୋଗ: ତଦନ୍ତ ପ୍ରକ୍ରିୟା ଆରମ୍ଭ

0

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ପ୍ରକାଶ ପାଇଥିବା ଯୁକ୍ତ ତିନି ପରୀକ୍ଷା ଫଳରେ ବ୍ୟାପକ ତୃଟି ଥିବା ଦର୍ଶାଇ ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏପରିକି ଡ଼ିଏସଓ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିପାଇଁ ଛାତ୍ର ବିଜେଡ଼ି ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ ଭେଟି ପୁନଃମୂଲ୍ୟାୟନ ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ ଏଥିପାଇଁ ଏକ ତିନି ଜଣିଆ ଟିମ୍ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Leave A Reply