ପରୀକ୍ଷା କେନ୍ଦ୍ରକୁ ବିରୋଧ

0

ନାରାୟଣପାଟଣା : ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟରେ ଛାତ୍ରଛାତ୍ରୀ +୨ ପରୀକ୍ଷା କେନ୍ଦ୍ରକୁ ବିରୋଧ କରିଛନ୍ତି। ଏହି ବିରୋଧକୁ କେନ୍ଦ୍ର କରି କୁମ୍ଭାରୀପୁଟ କଲେଜ ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, ୫୦ କି.ମି ଦୂର ଯୋଗୁ ଛାତ୍ରଛାତ୍ରୀମାନେ ଲକ୍ଷ୍ମୀପୁର ପରୀକ୍ଷା କେନ୍ଦ୍ର ବିରୋଧ କରିଥିବା ଜଣାପଡ଼ିଛି।

Leave A Reply