ହାତୀ ଦାନ୍ତ ଜବତ, ୫ ଅଟକ

ବାଲେଶ୍ବର: ହାତୀ ଦାନ୍ତ ଚୋରି ରାକେଟରେ ଖଇରା ଓ ଔପଦା ଲିଙ୍କ। ଶନିବାର ବିଳମ୍ବିତ ରାତିରେ ଔପଦା ବନବିଭାଗ ଖଇରା ଓ ପୁଲିସର ମିଳିତ ସହଯୋଗରେ ଔପଦା ଓ ଖଇରା ଅଞ୍ଚଳରେ ୫ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ ହୋଇଛି। ୧୦ଟି ହାତୀର କଳ ଦାନ୍ତ ସହିତ ବ୍ୟବହୃତ ସରଞ୍ଜାମକୁ ଜବତ କରାଯାଇଛି।ଘଟଣା ସ୍ଥଳକୁ କ୍ରାଇମବ୍ରାଞ୍ଚ ଆସିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.