ସପ୍ତାହେ ହେଲାଣି ବିନିକାରେ ହାତୀପଲଙ୍କ ଉପଦ୍ରବ ; ଲୋକେ ଅତିଷ୍ଠ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକାର ଅଞ୍ଚଳରେ ଆଜି ମଧ୍ୟ ହାତୀପଲଙ୍କ ଉଦଦ୍ରପ ଜାରି ରହିଛି। ସାରଙ୍ଗପାଲି, ବଲାରଙ୍ଗାରେ ୪୦ ଟିକିଆ ହାତୀପଲଙ୍କ ଉତ୍ପାତ ଦେଖାଯାଇଛି। ହାତୀମାନେ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀଙ୍କ ଉପଦ୍ରବ କାରଣରୁ ଲୋକେ ଅତିଷ୍ଠ ହେବା ସହ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରାୟ ସପ୍ତାହେ ହେଲାଣି ବିନିକା ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି।

Comments are closed.