ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ପାଚେରୀ ଭାଙ୍ଗିଲେ ହାତୀ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଳମ୍ବିତ ରାତିରେ ୨ ହାତୀ ପ୍ରବେଶ କରି ମେଡ଼ିକାଲର ପାଚେରୀ ଭାଙ୍ଗିଥିବା ଜଣାପଡ଼ିଛି। ୨ଟି ହାତୀଙ୍କୁ ନିକଟ ଜଙ୍ଗଲକୁ ବନବିଭାଗ ଘଉଡ଼ାଇଛି। ଏହାସହ କାଇପଦର ଗାଁ ଜଙ୍ଗଲରେ ୨୫ ରୁ ଅଧିକ ହାତୀ ରହିଛନ୍ତି ବୋଲି ଗାଁ ଲୋକେ ସୂଚନା ଦେଇଛନ୍ତି।

 

Comments are closed.