ଦନ୍ତାହାତୀର ମୃତଦେହ ଠାବ

0

ଗଞ୍ଜାମ : ଭଞ୍ଜନଗରରେ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ଦନ୍ତାହାତୀର ମୃତଦେହ ତାରାସିଂ ରେଞ୍ଜ ବାରଦଣ୍ଡା ଢେପସାହି କୋକଳବା ନାଳ ନିକଟରେ ଉଦ୍ଧାର କରଯାଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବନବିଭାଗର ତଦନ୍ତ ଆରମ୍ଭ ହୋଇଛି।

Leave A Reply