ଦନ୍ତା ହାତୀର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ

0

ବ୍ରହ୍ମପୁର : ଦିଗପହଣ୍ଡି ରେଞ୍ଜରେ ଦନ୍ତା ହାତୀର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ ହୋଇଛି। ସୂଚନା ଅନୁଯାୟୀ, ମେଘଝୋଳି ଓ ନିମଖଣ୍ଡି ମଝିରେ ରବିବାର ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ମୃତ ଦନ୍ତା ହାତୀର ବେକରେ ଗୁଳି ଚିହ୍ନ ରହିଛି। ତେବେ ଦନ୍ତାକୁ ଗୁଳି କରି ହତ୍ୟା କରାଯାଇଥିବା ବନ ବିଭାଗ ସ୍ବୀକାର କରିଥିବା ଜଣାପଡ଼ିଛି।

Leave A Reply