କମଳାଙ୍ଗ ହାତୀ ମୃତ୍ୟୁ ଘଟଣା, ୩ ଗିରଫ

0

ଢେଙ୍କାନାଳ : ଢେଙ୍କାନାଳ ଜିଲା କମଳାଙ୍ଗ ଠାରେ ୭ ହାତୀ ମୃତ୍ୟୁ ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୩ ଜଣ ହେଲେ ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ତଳୀ ସେକ୍ସନ ଫରେଷ୍ଟର ପ୍ରଭାକର ରଣା, ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀ। ସମସ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଜଣା ପଡିଛି। ଶନିବାର ଅପରାହ୍ନ ସମୟରେ ଏହି ୩ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Leave A Reply