ହାତୀ ମୃତ୍ୟୁ ଘଟଣା; ସେସୁକୁ କୋଟିଏ ଟଙ୍କାର ଜୋରିମାନା

0

ଭୁବନେଶ୍ବର: ସେସୁକୁ ଏନଜିଟି ପକ୍ଷରୁ କୋଟିଏ ଟଙ୍କା ଜୋରିମାନା କରାଯାଇଛି। ଜଷ୍ଟିସ ଆଦର୍ଶ ଗୋଏଲଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି ହୋଇଛି। ଢେଙ୍କାନାଳ କମଳାଙ୍ଗରେ ୭ହାତୀ ମୃତ୍ୟୁ ଘଟଣାରେ ଏହି ଜୋରିମାନା ହୋଇଥିବା ଜଣା ପଡିଛି। ଏନଜିଟି ନିଜ ଆଡୁ ଏହି ମାମଲା ରୁଜୁ କରିଛି। ହାତୀ ମୃତ୍ୟୁ ପାଇଁ ସେସୁକୁ ଦାୟୀ କରି ୧କୋଟି ଟଙ୍କା ଜୋରିମାନା ହୋଇଛି।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କର ମୃତ୍ୟୁ ହୋଇଥିଲା।

Leave A Reply