ହାତୀ ଆକ୍ରମଣରେ ଦମ୍ପତି ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲାର ନୀଳଗିରି କୁଳଡିହା ବନଖଣ୍ଡ ଜୁଣିଆ ଗାଁରେ ହାତୀଙ୍କ ଉପଦ୍ରବ ଦେଖାଦେଇଥିବା ରବିବାର ଜଣାପଡ଼ିଛି। ହାତୀ ଆକ୍ରମଣରେ ଏକ ଦମ୍ପତି ଆହତ ହୋଇଛନ୍ତି। ଆକ୍ରାମଣରେ ସ୍ୱାମୀ ଗୁରୁତର ଓ ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣାକୁ ନେଇ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.