ହାତୀ ଆକ୍ରମଣରେ ଜଣେ ମୃତ

ଭୁବନେଶ୍ଵର : ଲାଠିକଟା ବ୍ଲକ ଅନ୍ତର୍ଗତ ରୁତୁକପେଡ଼ି ଗୌଡ଼ଟୋଲାରେ ଗତ ରାତିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୫୦ ବର୍ଷୀୟା ଏହି ମହିଳାଙ୍କ ନାମ ବିରସୀ କୁଜୁର ବୋଲି ଜଣା ପଡିଛି।

ଏନେଇ ଅଧିକ ସୂଚନା ମିଳିପାରି ନାହିଁ।

Comments are closed.