ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

0

ରେଢ଼ାଖୋଲ:ସମ୍ବଲପୁର ଜିଲା ରେଢ଼ାଖୋଲସ୍ଥିତ ବନଖଣ୍ଡର ସାନ ହିନ୍ଦୋଳ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ପଡ଼ିଯାଇଥିବା ହାତୀ ଛୁଆକୁ ଉଦ୍ଧାର ହୋଇଛି। ହାତୀ ଛୁଆର ବୟସ ପ୍ରାୟ ୫ ବର୍ଷ ପ୍ରାୟ ହେବ ବୋଲି ଅନୁମାନ କରାଯାଉଛି। । ଗତ ରାତିରେ ହାତୀ ଛୁଆ ପଡ଼ିଯାଇଥିବା ଖବର ପାଇ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା ରେଢାଖୋଲ ରେଂଜ ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ସହିତ ବନ କର୍ମଚାରୀ ମାନେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ କୂଅରୁ ହାତୀ ଛୁଆକୁ ଉଦ୍ଧାର କରିଥିଲୋ ଉଦ୍ଧାର ପରେ ହାତୀ ଛୁଆଟି ଜଙ୍ଗଲକୁ ଚାଲିଯାଇଛି।

Leave A Reply