ମୟୂରଭଞ୍ଜରେ ଘର ଭାଙ୍ଗିଲେ ହାତୀପଲ

କରଞ୍ଜିଆ ; ମୟୂରଭଞ୍ଜ ଜିଲାର ଦୁଧିଆଣି ରେଞ୍ଜ୍ ଦରିଗ୍ରାମର ଲକେସାହିରେ ଶନିବାର ରାତିରେ ୨୨ ଟିକିଆ ହାତୀପଲ ଉପଦ୍ରବ ସୃଷ୍ଟି କରିଛନ୍ତି ।  ହାତୀପଲ ଗ୍ରାମରେ ପଶି ୩ଟି ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରିଛନ୍ତି । କିଛିଦିନ ହେଲା ହାତୀପଲ ବାରମ୍ୱାର ଦୁଧିଆଣି ରେଞ୍ଜରେ ପଶୁଛନ୍ତି । ହାତୀପଲଙ୍କୁ ବନବିଭାଗ ଘଉଡ଼ାଇବାରେ ବିଫଳ ହେଉଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Comments are closed.