ହାତୀପଲଙ୍କ ଉପଦ୍ରବ

ଭଦ୍ରକ :ଭଦ୍ରକର ବନ୍ତ ବ୍ଲକ ଅନ୍ତର୍ଗତ ପାଟକନା ଗାଁରେ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ଶନିବାର ରାତିରେ ଗାଁରେ ପ୍ରାୟ ୩ଟି ହାତୀ ପଶି ଏକାଧିକ ଘର ଭାଙ୍ଗିଦେଇଥିବା ଜଣାପଡ଼ିଛି। ଫଳରେ ଧନସମ୍ପତ୍ତି ନଷ୍ଟ ହେବା ସହ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

Comments are closed.