ସହରରେ ହାତୀ , ଲୋକେ ଭୟଭୀତ

0

ବଣାଇ : ବଣାଇ ଟାଉନ ଦେଓଗାଁ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖା ଦେଇଛି। ବାଡ଼ି ଭିତରେ ହାତୀପଲ ପଶି ଧାନ ସହ ପନିପରିବା ଖାଇ ନଷ୍ଟ କରିଛନ୍ତି। ହାତୀପଲ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି। ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛି।

Leave A Reply